LIBRISTO
LIBROAMANTO
Obligatoire
Accédez à une communauté d'amateurs de livres à travers le monde et bénéficiez d’une panoplie d'avantages. Créer un compte gratuitement
0
La Poste Autrichienne 5.49 € Service de messagerie GLS 4.99 € Coursier DPD 4.49 € Point DPD 3.49 €

Nishadara Nishanare

Langue OdiaOdia
Livre Livre de poche
Livre Nishadara Nishanare Rajib Pani
Code Libristo: 37104903
Éditeurs BLACK EAGLE BOOKS, septembre 2021
ଭ୍ରଷ୍ଟ ନ ହେଲେ ଶବ୍ଦ କି ଶବ୍ଦ ! ଶବ୍ଦପକ୍ଷୀ ପାଇଁ ଗଢା ହୋଇନାହିଁ ପଂଜୁରୀ ।ଶବ୍ଦ ନିରବ କିନ୍ତୁ ସ୍ଫୋଟ । ଅଂଧାରରେ ହି... Description détaillée
? points 30 b
12.29 € TVA incluse
Stockage externe Expédition sous 9-13 jours
Autriche Livraison à Autriche

Jusqu'à 30 jours pour les retours


Les clients ont également acheté


48 New Poems Dave Sweeney / Livre Livre de poche
common.buy 18.59 €
Four Plays JULIUSZ SLOWACKI / Livre Livre relié
common.buy 28.99 €
Les formes élémentaires de la vie religieuse Durkheim / Livre Livre de poche
common.buy 19.69 €
Camp Not Allowed K J Williams / Livre Livre de poche
common.buy 7.29 €
125 Best Ground Meat Recipes Ilana Simon / Livre Livre de poche
common.buy 18.39 €
Discovery of Anime and Manga Phil Amara / Livre Livre relié
common.buy 12.89 €
MARS Applications in Geotechnical Engineering Systems Wengang Zhang / Livre Livre relié
common.buy 112.39 €
Top
Everything Is F*cked Mark Manson / Livre Livre de poche
common.buy 12.89 €
Wilson's Art Of Rhetoric, 1560 (1909) Thomas Wilson / Livre Livre de poche
common.buy 29.59 €
Republications Rule Karen Miller / Livre Livre de poche
common.buy 16.49 €
José Miguel de PRADA POOLE de PRADA POOLE / Livre Livre de poche
common.buy 34.49 €
Duke Volume 1 V01 / Livre Livre de poche
common.buy 12.49 €
Mormentelos Arauxo / Livre Livre de poche
common.buy 22.29 €
La Primera Guerra Mundial para Ni?os Captivating History / Livre Livre relié
common.buy 19.19 €
Top
School of Shards Julia Meitov Hersey / Livre Livre de poche
common.buy 13.79 €
Nikon Z50II Boris Karnikowski / Livre Livre relié
common.buy 34.90 €
Mes premiers mots - La Maison Ana Da Cruz / Livre Livre de poche
common.buy 11.49 €

ଭ୍ରଷ୍ଟ ନ ହେଲେ ଶବ୍ଦ କି ଶବ୍ଦ ! ଶବ୍ଦପକ୍ଷୀ ପାଇଁ ଗଢା ହୋଇନାହିଁ ପଂଜୁରୀ ।

ଶବ୍ଦ ନିରବ କିନ୍ତୁ ସ୍ଫୋଟ । ଅଂଧାରରେ ହିଁ ଚିତ୍ରଲୋକ ।

କାଳ ଡାକୁଛି ଦୁଆରରେ, ଦେବାକୁ ହେବ ପାଉଣା ।

ଏ ପୃଷ୍ଠାରେ ପୃଥିବୀ ବିଦୀର୍ଣ୍ଣ,

ଆର ପୃଷ୍ଠାରେ ଇଂଦ୍ରଧନୁର ବର୍ଣ୍ଣିଳ ଆକାଶ ।

ଚଉକାଠରେ କବି ଚିରକାଳ, ଦୁଆର ଏପଟେ ଗଭୀର ରାତିର ବିକଟାଳ ଧ୍ୱନି, ସେ ପଟେ ସମୁଦ୍ରର ଆଦିଗନ୍ତ ନିରବତା ।

ଦ୍ୱାର ପାଖରେ ଲହ ଲହ ସ୍ପର୍ଶାତୁର ଯୋଗିନୀର ଜାନୁ । ନିରବତାର ଚିରାଂଶୁ କ୍ରୋଞ୍ଚ ପକ୍ଷୀକୁ ଓଟାରି ଆଣେ ନିଷାଦ ପରି ଶବାଧାରକୁ । ଦିଗନ୍ତ ବ୍ୟାପୀ ସୂକ୍ଷ୍ମତାରେ ଝଟକୁଥାଏ ଆଲୁଅ ଅଂଧାର । କେଉଁ ଅନାଗତ ଗର୍ଭାଶୟରେ ଉଦଗମିତ ହୁଏ କବିର ଭ୍ରୁଣ, କାଳ କାଳ ମହାକାଳ ଗଢୁଥାଏ ତାକୁ । ମଇଁଷି ରଙ୍ଗର ଛାଇ, ପାଦର ପାଉଁଜି, ଶିଖା ପରି ଦେହରେଣୁ, କିଏ ଗୋ ତୁ, ପଚାରେ କବି । ସ୍ତନାଗ୍ରରେ ତୋର, ମୋର ପୁରୁଷାର୍ଥର ପାପ, ଅକ୍ଷମତାର ଅମୃତ ।

ଶୁଭୁଛି ରହି ରହି ସେ ଅନାଥିନୀ ବୁଢୀର କାନ୍ଦଣାର ଗୀତ, ସୁନ୍ଦର ଗୋଧୂଳି ।

ସରିଗଲା ସବୁ ମଂତ୍ର, ଲିଭିଗଲା ହୋମାଗ୍ନି, ପ୍ରଜାପତିମାନେ ଅବୋଧ ରହିଗଲେ କବିତା,

ମହାଶୂନ୍ୟ ନିରବତା, ଶୁଷ୍କପ୍ରାଣ ଆକୁଳତା, କବିତା କବିତା ।


ଅପୂର୍ଣ୍ଣତାରେ ବହ୍ନିଥାଏ, ଥାଏ କବିତା, ଅହରହ ଝଟକୁଥାଏ ।


ଅପୂର୍ଣ୍ଣତାର ବହ୍ନି ସୃଜେ କିଏ ?

କୁହୁଡ଼ିରେ ଆସ୍ତରିତ କରେ କିଏ ଜୀବନର ମାନଚିତ୍ର ? କେତେ ପ୍ରେମରେ ଗଢିହୁଏ ପୃଥିବୀ ? ଆକାଶ କଣ ପ୍ରେମର ପରିସୀମା ?

ସମୁଦ୍ରରେ ଲହଡ଼ି ଭାଙ୍ଗୁଥାଏ ଏକାକୀତ୍ୱ, ଆହା ! ପ୍ରଳୟ କେତେ ଏକଲା !

ନିଷାଦର ନିଶାଣରେ କବି ଉଭା ଯେତିକି, ପୋତା ସେତିକି ।


କବିତା ଭାଷିକ କଳାର ସାମ୍ରାଜ୍ଞୀ । ଏଇଥି ପାଇଁ ଯେ ଭିନ୍ନ ଭିନ୍ନ ଭାବକଳ୍ପର ଦୃଶ୍ୟାୟନ ସହିତ ଶବ୍ଦର ଧ୍ୱନିକଂପକୁ ସେ ସୂତ୍ରାୟିତ କରେ, ଏକ ଇ ଠା'ରେ । ପ୍ରେମ ହେଉ କି ବିଦ୍ରୋହ, ଯୁଦ୍ଧ ହେଉ କି ଅଧ୍ୟାତ୍ମ, କବିତାକୁ ମଂତ୍ରାୟିତ କରେ ତା'ର ଶାବ୍ଦିକ ସ୍ପଂଦନ ।

କବିତା ପ୍ରତି ଏତକ ବୋଧ ନେଇ ମୁଁ ପଢେ ଶ୍ରୀ ରାଜୀବ ପାଣିଙ୍କୁ, ପ୍ରାର୍ଥନା କରିବି ଆପଣ ବି ପଢନ୍ତୁ ।

ତାଙ୍କ କବିତା କେବଳ କବିତା ନୁହେଁ , ମଂତ୍ର ।


Actrice & Polyglotte
EWA KASP pour
Lire la vidéo
Ewa Kasp
Libristo propose le plus grand choix de littérature étrangère. C’est pour cela que c’est ici que j’achète mes livres.

À propos du livre

Nom complet Nishadara Nishanare
Auteur Rajib Pani
Langue Odia
Reliure Livre - Livre de poche
Date de parution 2021
Nombre de pages 114
EAN 9781645602118
ISBN 1645602117
Code Libristo 37104903
Éditeurs BLACK EAGLE BOOKS
Poids 154
Dimensions 140 x 216 x 7
Offrez ce livre dès aujourd'hui
C’est simple
1 Ajouter au panier et choisir l'option Livrer comme cadeau à la caisse. 2 Nous vous enverrons un bon d'achat 3 Le livre arrivera à l'adresse du destinataire

Ceci pourrait également vous intéresser


People's Science Ruha Benjamin / Livre Livre de poche
common.buy 24.19 €
Gospel of Mark Bartosz Adamczewski / Livre Livre relié
common.buy 65.09 €
If Today Be Sweet Thrity Umrigar / Livre Livre de poche
common.buy 14.09 €
Woodwind Instruments and Their History Anthony Baines / Livre Livre de poche
common.buy 39.69 €
Branded Entertainment Gerhards Claudia / Livre Livre de poche
common.buy 89.00 €
Big House on Adams Street Alberta Sparks / Livre Livre de poche
common.buy 17.39 €
Saar Hunsruck Steig 2 hiking map / Articles imprimés Cartes géographiques
common.buy 14.90 €
Drames Politiques Michiels-A / Livre Livre de poche
common.buy 25.39 €
Meet Me at the Theresa: The Story of Harlem's Most Famous Hotel Sondra Kathryn Wilson / Livre Livre de poche
common.buy 15.69 €
Historia de la lengua y crítica textual LOLA PONS RODRIGUEZ / Livre Livre de poche
common.buy 32.79 €
One Is Jack Hurley, Volume One John T. Ochs / Livre Livre de poche
common.buy 41.69 €
Present in the Past Brian Hart / Livre Livre de poche
common.buy 102.39 €
The Pattern of Asia, V1 Norton Ginsburg / Livre Livre de poche
common.buy 41.49 €
Fragments Under Glass Rebecca Siegel / Livre Livre de poche
common.buy 8.19 €
THE TEMPEST DER STURM William Shakespeare / Livre Livre de poche
common.buy 8.40 €

Connexion

Connectez-vous à votre compte. Vous n'avez pas encore de compte Libristo ? Créez-en un maintenant !

 
Obligatoire
Obligatoire

Vous n'avez pas encore de compte ? Découvrez les avantages d’avoir un compte Libristo !

Avec un compte Libristo, vous aurez tout sous contrôle.

Créer un compte Libristo
Conseiller littéraire Libroamiko
Bonjour, je suis Libroamiko, puis-je vous aider ?