Doesn't suit? No problem! You can return items for up to 30 days
You won't go wrong with a gift voucher. The gift recipient can choose anything from our offer.
Up to 30 days for returns
କବିତାର କୋମଳ ପୃଥିବୀରେ ଅସହାୟତା ଓ ଆକ୍ରୋଶର ଦୀର୍ଘଶ୍ୱାସ ଟାଣି, ବନ୍ଧୁତ୍ୱ ଓ ସଂପ୍ରୀତିର ଆନନ୍ଦ ଖେଳାଇ ଗୋଟିଏ ଏମିତି ପୃଥିବୀର ଚିତ୍ର 'ସ୍ତ୍ରୀଲୋକ' ଦିଏ, ଯେଉଁଠି ବ୍ୟକ୍ତି ସମୂହର ବ୍ୟଞ୍ଜନାରେ ଉତ୍କୀର୍ଣ; ଯେଉଁଠି ସମକାଳ ସର୍ବକାଳର ବ୍ୟଞ୍ଜନାରେ ମହନୀୟ; ଯେଉଁଠି ବ୍ୟଥା ସହ ଏକୀଭୂତ ସହାନୁଭୂତି ଓ ସୌନ୍ଦର୍ଯ୍ୟାନୁଭୂତି ସହ ଏକୀଭୂତ ଜୀବନଦର୍ଶନ । 'ସ୍ତ୍ରୀଲୋକ' ସଂକଳନର କବିତାଗୁଡ଼ିକ ନାରୀର ସ୍ୱାଭିମାନ ଓ ସ୍ୱାଧିକାର, ସମଗ୍ର ପୃଥିବୀର ନାନାନୁ କଷଣ ଓ ଜୀବନର କୋମଳତା ଓ ପ୍ରତୀ-ସଂପ୍ରୀତିକୁ ସେଗୁଡ଼ିକର ସର୍ବୋଚ୍ଚ ନାନ୍ଦନିକତା ସହ ରୂପାୟିତ କରିଛି ।
Hi! I'm Libroamiko, your book advisor.
How can I help you?