LIBRISTO
LIBROAMANTO
mandatory
Become part of a community of book lovers from all over the world and get access to a whole bunch of benefits. Create an account for free
0
Austrian Post 5.49 GLS courier 4.99 DPD courier 4.49 DPD point 3.49

Nirbanara Arapakhe

Language OdiaOdia
Book Paperback
Book Nirbanara Arapakhe Sriprasad Mohanty
Libristo code: 43624479
Publishers BLACK EAGLE BOOKS, June 2023
ଯେତେବେଳେ ମୋର ବ୍ୟକ୍ତିସତ୍ତାର ଅସ୍ତିତ୍ୱ ହଜିଯାଇଥିଲା, ଗୋଟେ ଲେଖକ କେବଳ ଥିଲି, ତାହା ଖୁବ୍ ଭଲ ଥିଲା ମୋ ପାଇଁ । ପାଠ... Full description
? points 30 b
12.39 VAT included
In stock at our supplier Shipping in 14-21 days
Austria Delivery to Austria

Up to 30 days for returns

ଯେତେବେଳେ ମୋର ବ୍ୟକ୍ତିସତ୍ତାର ଅସ୍ତିତ୍ୱ ହଜିଯାଇଥିଲା, ଗୋଟେ ଲେଖକ କେବଳ ଥିଲି, ତାହା ଖୁବ୍ ଭଲ ଥିଲା ମୋ ପାଇଁ । ପାଠକୀୟ ପ୍ରତିକ୍ରିୟା ନିରପେକ୍ଷ ମଣୁଥିଲା ମୋତେ । ଭାବୁଥିଲି ଦର୍ପଣଟିଏ ଲେଖାଏଁ ସେଇ ଚିଠି । ଖୋଜୁଥିଲି ମୋ ନିଜର ପ୍ରତିଛବି । ମାତ୍ର ମୋର ପରିଚୟ ଜାଣିଯିବା ପରେ ଅନେକେ ମତେ ଭାବୁଛନ୍ତି ଆଜି ପକ୍ଷଭୁକ୍ତ ବୋଲି । ସତେ ଯେମିତି ମୁଁ ଟେବୁଲ୍‌ର ବିପରୀତ ପାଖରେ ବସିବା ମଣିଷ! ବିଚ୍ଛିନ୍ନ ସେମାନଙ୍କଠାରୁ । ଅନ୍ୟ ପକ୍ଷରେ ଡାକ୍ତରମାନେ ପ୍ରାୟତଃ ଗପ ପଢ଼ନ୍ତିନାହିଁ । ମୋର ତେଣୁ ମନେହୁଏ ଏକ ଜନବସତିହୀନ ଅଞ୍ଚଳରେ ଅଟକି ଯାଇଥିବାଭଳି ।

              ଲେଖୁ ଲେଖୁ ଲେଖିଗଲି ଦର୍ପଣ କଥା । ପ୍ରତିଛବି କଥା । ସମସ୍ତେ କହନ୍ତି, ସାହିତ୍ୟ ଦର୍ପଣ ହେବା ଉଚିତ ସମାଜର । ମାତ୍ର କି ପ୍ରତିଛବି ଦେଖାଏ ସତରେ ଦର୍ପଣଟିଏ?

              ଅବିକଳ ଓଲଟା । ବାମପାଶ୍ୱର୍କୁ ଡାହାଣ ଓ ଡାହାଣ ପାଶ୍ୱର୍କୁ ବାମ କରିଦିଏ ଦର୍ପଣ । ମୋ ଗପ ସଂପର୍କରେ କିଏ ସେଭଳି ମନ୍ତବ୍ୟ ଦେଲେ ମୁଁ ଦ୍ୱନ୍ଦ୍ୱରେ ପଡିଯାଏ ତେଣୁ ।

Actress & Polyglot
EWA KASP for
Play video
Ewa Kasp
Libristo has the largest selection of foreign-language books. That’s why I buy my books there.

About the book

Full name Nirbanara Arapakhe
Language Odia
Binding Book - Paperback
Date of issue 2023
Number of pages 164
EAN 9781645604051
ISBN 1645604055
Libristo code 43624479
Publishers BLACK EAGLE BOOKS
Weight 216
Dimensions 140 x 216 x 9
Give this book today
It's easy
1 Add to cart and choose Deliver as present at the checkout 2 We'll send you a voucher 3 The book will arrive at the recipient's address

Login

Log in to your account. Don't have a Libristo account? Create one now!

 
mandatory
mandatory

Don’t have an account? Discover the benefits of having a Libristo account!

With a Libristo account, you'll have everything under control.

Create a Libristo account
Book advisor Libroamiko
Hi, I'm Libroamiko, can I help?