LIBRISTO
LIBROAMANTO
mandatory
Become part of a community of book lovers from all over the world and get access to a whole bunch of benefits. Create an account for free
0
Austrian Post 5.49 DPD courier 3.99 DPD point 2.99

Language OdiaOdia
Book Paperback
Book Dudiya Viswas Patil
Libristo code: 39212106
Publishers BLACK EAGLE BOOKS, May 2022
'ଡୁଡ଼ିୟା' ଉପନ୍ୟାସଟି ଚିରାଚରିତ କାହାଣୀ ଉପସ୍ଥାପନା ଶୈଳୀକୁ ଅତିକ୍ରମ କରି ଅଳ୍ପ ପୃଷ୍ଠାରେ ମାଓବାଦ ସମସ୍ୟାର ଅନାସକ୍... Full description
? points 37 b
15.19 VAT included
In stock at our supplier Shipping in 9-15 days
Austria Delivery to Austria

Up to 30 days for returns


Customers also purchased


Top
Indigo - A Novel Clemens J. Setz / Book Hardback
common.buy 24.19
Léčivé rostliny - Do kapsy Eva-Maria Dreyerová / Book Paperback
common.buy 11.39
Routledge Atlas of Classical History Michael Grant / Book Paperback
common.buy 66.99
Bravo Hits Party - 80er / Audio Audio CD
common.buy 27.89
Histoire de l'Académie Mallarmé FOURNIER / Book Paperback
common.buy 35.59
Esha- Khulli Kitab: Sahiya Ry Sarjan Rajul Kaushik / Book Paperback
common.buy 8.89
The Year of the Poet VI November 2019 Tzemin Ition Tsai / Book Paperback
common.buy 13.59
Genesis 1-2 Peter Heavyside / Book Paperback
common.buy 12.79
Maniquí Yun Ch'oe / Book Paperback
common.buy 20.69
Commentary on 1-2 Samuel Ralph David Gehrke / Book Hardback
common.buy 45.89
Top
The Whole Cat and Caboodle Sofie Ryan / Book Paperback
common.buy 8.09
Loyalist Problem in Revolutionary New England Thomas N. Ingersoll / Book Hardback
common.buy 63.39
DOS Hermanas Ester Elena Tiernan / Book Paperback
common.buy 9.59

'ଡୁଡ଼ିୟା' ଉପନ୍ୟାସଟି ଚିରାଚରିତ କାହାଣୀ ଉପସ୍ଥାପନା ଶୈଳୀକୁ ଅତିକ୍ରମ କରି ଅଳ୍ପ ପୃଷ୍ଠାରେ ମାଓବାଦ ସମସ୍ୟାର ଅନାସକ୍ତ ବ୍ୟବଚ୍ଛେଦ ଉପସ୍ଥାପନ କରିଛି। ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରୁ 'ଡୁଡ଼ିୟା' ରଚିତ, ଯେଉଁଥିରେ ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ଜଙ୍ଗଲର ଯୁବତୀ 'ଡୁଡ଼ିୟା'ଙ୍କୁ କେନ୍ଦ୍ରରେ ରଖି ଏକାଧିକ ହୃଦୟବିଦାରକ ଘଟଣାବଳୀ ଗତିଶୀଳ ହୋଇଛି। ସରକାରୀ ଅଧିକାରୀଙ୍କ ନିରଙ୍କୁଶ ଶୋଷଣ ଓ ନିର୍ଯାତନାରେ ଅତିଷ୍ଠ ହୋଇ ନିରୀହ ଆଦିବାସୀଙ୍କୁ ନକ୍ସଲଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବାକୁ ପଡ଼ିଛି। ପରେ ସେହି ତ୍ରାଣକର୍ତ୍ତାମାନେ ଉତ୍ପୀଡ଼କର ଭୂମିକା ଗ୍ରହଣ କରିଛନ୍ତି। ଘଟଣାକ୍ରମେ ମୁଖ୍ୟ ଚରିତ୍ର 'ଡୁଡ଼ିୟା'ଙ୍କ ବଡ଼ ଭାଇ ପୁଲିସରେ ଯୋଗ ଦେଇଛନ୍ତି। ଅପରପକ୍ଷେ 'ଡୁଡ଼ିୟା' ନିଜ ସମ୍ପ୍ରଦାୟର ଘୃଣ୍ୟ ପ୍ରଥାରୁ ବର୍ତ୍ତିବା ପାଇଁ ମାଓବାଦ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ସେଠାରେ ସେ ଶିକ୍ଷା ଓ ଆତ୍ମବିଶ୍ଵାସ ପାଇଛନ୍ତି ସତ ହେଲେ ମାଓ ନେତାଙ୍କ ଯୌନ ଶୋଷଣ ତଥା ତାଙ୍କୁ ହତ୍ୟାକାରୀରେ ପରିଣତ କରାଯିବା ତାଙ୍କୁ ପୁଣି ଥରେ ମାଓବାଦ ପ୍ରତି ବିତୃଷ୍ଣ କରିଛି। ସେ ସେଠାରୁ ମୁକୁଳି ଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ ତାଙ୍କର ନୂଆ ପାରିବାରିକ ଜୀବନ ଆରମ୍ଭ ହୋଇଛି। ଶେଷରେ ମାଓବାଦୀ ଓ ସରକାରଙ୍କ ଛକାପଞ୍ଛା ମଧ୍ୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଉଛି। କିନ୍ତୁ ଆଉ ଏକ ବିସ୍ଫୋରଣ 'ଡୁଡ଼ିୟା'ଙ୍କ ମନର ଗୂଢ଼ ପ୍ରଶ୍ନକୁ ଆହୁରି ଶକ୍ତିଶାଳୀ ରୂପେ ଉପସ୍ଥାପିତ କରିଛି: ମାଓ-ପୁଲିସ ଲଢ଼େଇରେ ଆଉ କେତେ ନିରୀହ ଆଦିବାସୀ ବଳି ପଡ଼ିବେ?


Actress & Polyglot
EWA KASP for
Play video
Ewa Kasp
Libristo has the largest selection of foreign-language books. That’s why I buy my books there.

About the book

Full name Dudiya
Language Odia
Binding Book - Paperback
Date of issue 2022
Number of pages 160
EAN 9781645602750
ISBN 1645602753
Libristo code 39212106
Publishers BLACK EAGLE BOOKS
Weight 209
Dimensions 140 x 216 x 9
Give this book today
It's easy
1 Add to cart and choose Deliver as present at the checkout 2 We'll send you a voucher 3 The book will arrive at the recipient's address

Login

Log in to your account. Don't have a Libristo account? Create one now!

 
mandatory
mandatory

Don’t have an account? Discover the benefits of having a Libristo account!

With a Libristo account, you'll have everything under control.

Create a Libristo account
Book advisor Libroamiko
Hi, I'm Libroamiko, can I help?