LIBRISTO
LIBROAMANTO
mandatory
Become part of a community of book lovers from all over the world and get access to a whole bunch of benefits. Create an account for free
0
Austrian Post 5.49 DPD courier 3.99 DPD point 2.99 GLS courier 4.99

Adima Aranya

Language OdiaOdia
Book Paperback
Book Adima Aranya Bibhuti Pattanaik
Libristo code: 42322693
Publishers BLACK EAGLE BOOKS, November 2022
ଆଦିବାସୀମାନେ ହିଁ ଭାରତ ଭୂଖଣ୍ଡର ଆଦିମ ଅଧିବାସୀ । ଆର୍ଯ୍ୟମାନେ ଭାରତ ଆସିଲାପରେ ସୈନ୍ଧବ ଗାଙ୍ଗେୟ ସମତଳ ଭୂମି ଆଦିବାସ... Full description
? points 32 b
13.19 VAT included
In stock at our supplier Shipping in 14-21 days
Austria Delivery to Austria

Up to 30 days for returns


Customers also purchased


Love and Exile Isaac Bashevis Singer / Book Paperback
common.buy 14.69
Circusmusik in Deutschland Rüdiger Becker / Book Paperback
common.buy 39.00
Nairn in Darkness and Light David Thomson / Book Paperback
common.buy 17.99
Bulk Materials Teodor Frias / Book Hardback
common.buy 307.39
Süper Avci Sakalari Senkal Sakaci / Book Paperback
common.buy 7.59
The Philosophy of Geography Timothy Tambassi / Book Hardback
common.buy 171.49
Wisconsin Myths & Legends Michael Bie / E-book Adobe ePub DRM
common.buy 19.69
Year in Tech, 2026 Harvard Business Review / E-book Adobe ePub DRM
common.buy 26.69

ଆଦିବାସୀମାନେ ହିଁ ଭାରତ ଭୂଖଣ୍ଡର ଆଦିମ ଅଧିବାସୀ । ଆର୍ଯ୍ୟମାନେ ଭାରତ ଆସିଲାପରେ ସୈନ୍ଧବ ଗାଙ୍ଗେୟ ସମତଳ ଭୂମି ଆଦିବାସୀମାନଙ୍କଠାରୁ ଛଡ଼େଇ ନେଇ ସେମାନଙ୍କୁ ପାହାଡ଼ ପର୍ବତ ଘେରା ଦୁର୍ଗମ ଅରଣ୍ୟକୁ ବିତାଡ଼ିତ କରିଥିଲେ । ବ୍ରିଟିଶ ସରକାର ଭାରତ ଅଧିକାର କଲାପରେ ଆଦିବାସୀମାନଙ୍କଠାରୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଛଡ଼ାଇ ନେଇଥିଲେ । ଦେଶ ସ୍ୱାଧୀନ ହେଲା ପରେ ସ୍ୱଦେଶୀ ସରକାର ଆଦିବାସୀମାନଙ୍କୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଫେରାଇ ଦେବା ପରିବର୍ତ୍ତେ ଦେଶୀ, ବିଦେଶୀ କମ୍ପାନୀମାନଙ୍କୁ ଅରଣ୍ୟରେ ଖଣିଜ, ବନଜ ସମ୍ପଦ ଲୁଟ୍ କରି ସେମାନେ କଳକାରଖାନା ବସାଇବା ପାଇଁ ଅନୁମତି ଦେଇ ଆଦିବାସୀମାନଙ୍କୁ ବିସ୍ଥାପିତ କରି ଚାଲିଛନ୍ତି ।

            ଆଦିବାସୀ ଜୀବନର ଏହି ମର୍ମନ୍ତୁଦ ପ୍ରେକ୍ଷାପଟ୍ଟରେ ଗଢ଼ି ଉଠିଛି ଏ ଉପନ୍ୟାସର କଥାବସ୍ତୁ । କେନ୍ଦୁଝର ମାଝିପଡ଼ାର ମାଆ ଛେଉଣ୍ଡ କାନୁକୁ ଗୁରୁମାଆ ନିଜ ପୁଅ ବନୁଠାରୁ ଅଧିକ ଯତ୍ନରେ ବଢ଼ାଇଥିଲେ, ପଢ଼ାଇଥିଲେ । କାନୁ ପାଠପଢ଼ି ହାକିମ ହେଲେ ମାଝିପଡ଼ାରୁ ଦୁଃଖ ଯିବ । ସାହୁକାର, ଜଙ୍ଗଲ ଜମାଦାର, ଠିକାଦାରମାନଙ୍କ ଶୋଷଣ, ଅତ୍ୟାଚାରରୁ ବଞ୍ôଚ ବର୍ତ୍ତି ଯିବେ ମାଝିପଡ଼ା, ଧାମପାଲିର ଆଦିବାସୀମାନେ ।

             କାନୁ ମାଝି ପାଠପଢ଼ି ହାକିମ ହେଲା । ଆଇ.ଏ.ଏସ୍‌. ଅଫିସର । ତା'ର ପିଲାଦିନର ଖେଳସାଥୀ ଧାନୀକୁ ବାହାହେବ ବୋଲି କଥା ଦେଇଥିଲା କାନୁ । କିନ୍ତୁ ବଡ଼ ହାକିମ ହେଲା ପରେ ଧାନୀ ଭଳି ଅପାଠୋଇ ଧାଙ୍ଗଡ଼ିକୁ ବାହାହେଲେ ସେ ତା' ସହିତ ପାଦ ମିଳାଇ ଚାଲି ପାରିବ ନାଇଁ ବୋଲି ତା'ର ଉପର ଅଫିସର୍ ଅଣଆଦିବାସୀ ଆଇ.ଏ.ଏସ୍‌. ଅଫିସରଙ୍କ ଝିଅକୁ ବାହାହୋଇ ପଡ଼ିଲା କାନୁ ।

     ଓଡ଼ିଆ କଥା ସାହିତ୍ୟର ଶିଖର ପୁରୁଷ ବିଭୂତି ପଟ୍ଟନାୟକଙ୍କ ଏହି କାଳଜୟୀ ଉପନ୍ୟାସ ଅବଲମ୍ବନରେ ନିର୍ମିତ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚିତ୍ର 'ହାକିମବାବୁ' ୧୯୮୫ ମସିହାରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକମାନଙ୍କ ଉଚ୍ଛ୍ୱସିତ ପ୍ରଶଂସା ଲାଭ କରିଥିଲା ।

Actress & Polyglot
EWA KASP for
Play video
Ewa Kasp
Libristo has the largest selection of foreign-language books. That’s why I buy my books there.

About the book

Full name Adima Aranya
Language Odia
Binding Book - Paperback
Date of issue 2022
Number of pages 146
EAN 9781645600978
ISBN 1645600971
Libristo code 42322693
Publishers BLACK EAGLE BOOKS
Weight 194
Dimensions 140 x 216 x 8
Give this book today
It's easy
1 Add to cart and choose Deliver as present at the checkout 2 We'll send you a voucher 3 The book will arrive at the recipient's address

Login

Log in to your account. Don't have a Libristo account? Create one now!

 
mandatory
mandatory

Don’t have an account? Discover the benefits of having a Libristo account!

With a Libristo account, you'll have everything under control.

Create a Libristo account
Book advisor Libroamiko
Hi, I'm Libroamiko, can I help?